Dal Coconut vada Recipe in Odia | Kitchen Of Odisha
Home / Jalakhia (Breakfast & Snacks) / Dal Coconut vada Recipe in Odia

Dal Coconut vada Recipe in Odia

ବୁଟ ଡାଲି ନଡିଆ ବରା

http://gutfeelingszine.com/category/music/ Ingredients

source ଆବଶ୍ୟକ ସାମଗ୍ରୀ

Buta Dal/ ବୁଟ ଡାଲି – 2 cup
Coconut grated/ କୋରା ହୋଇଥିବା ନଡିଆ – 1 ½ cup
Onion/ ପିଆଜ (କଟାହୋଇଥିବା) – 1
Green chilli/ କଞ୍ଚାଲଙ୍କା – 4-5 nos.
Ginger/ ଅଦା – 1/2 inch
Garlic/ ରସୁଣ – 4-5 cloves
Cumin (Jeera) seeds/ ଗୋଟା ଜିରା – 1 tsp
Curry Leaves/ ଭ୍ରୁଶୁଙ୍ଗା ପତ୍ର – chopped
Salt/ ଲୁଣ – as per taste
Oil/ ତେଲ – for frying

Dal Coconut vada Recipe in Odia
Dal Coconut vada Recipe in Odia

Procedure

ପ୍ରସ୍ତୁତି ପ୍ରଣାଳୀ :

1.Wash and soak channa dal in water for 3 hour before the start.
ଗୋଟିଏ ପାତ୍ରରେ କିଛି ପାଣି ନିଅନ୍ତୁ ଏବଂ ସେଥିରେ ବୁଟ ଡାଲିକୁ ୩ ଘଣ୍ଟା ପର୍ଯ୍ୟନ୍ତ ବତୁରାନ୍ତୁ

2.Grind channa dal, coconut, green chili, ginger, garlic, cumin seeds together. Make a very fine paste.
Don’t add water to it. If you add water the paste will not be thick.
ତାପରେ ସେହି ବତୁରା ଡାଲି , କୋରା ନଡିଆ , କଞ୍ଚାଲଙ୍କା, ଅଦା,ରସୁଣ,ଗୋଟା ଜିରା ଏକଠୀ ମିସେଇ ବଟିନିଅନ୍ତୁ I ତାକୁ ଚିଖଲ କରି ବାଟନ୍ତୁ I ଏଥିରେ ପାଣି ମିସେଇବେ ନାହିଁ

3.Then add chopped onion, salt and mix it well.
ତା’ପରେ କଟାହୋଇଥିବା ପିଆଜ ଏବଂ ଲୁଣ ମିସାନ୍ତୁ ଓ ଭଲଭାବରେ ଗୋଳାଇ ନିଅନ୍ତୁ

4.Now heat oil in a frying pan. Make small balls and flattern it through your palms. Then fry it on medium flame till both sides turn light golden brown.
ତାପରେ ଗୋଟେ କରେଇରେ କିଛି ତେଲ ନେଇ ଗରମ୍ କରନ୍ତୁ I ପ୍ରସ୍ତୁତ ହୋଇଥିବା ସେହି ମିଶ୍ରଣରୁ ଛୋଟୋ ଛୋଟୋ ଗୁଳା କରନ୍ତୁ I ସେହି ଗୁଳାକୁ ପାପୁଲି ସାହାଯ୍ୟରେ ଚପାଇ ଗୋଲ ଆକୃତି ଦିଅନ୍ତୁ ଓ ଗରମ ହୋଇଥିବା ତେଲରେ ଛାଣନ୍ତୁ

5.Serve hot with tomato sauce and chili sauce.
ପ୍ରସ୍ତୁତ ହୋଇଗଲI ଆପଣଙ୍କର ବୁଟ ଡାଲି ନଡିଆ ବରା

For more odia recipe please visit moodisha
Send your recipe with photos to us at moodisha.in@gmail.com and like us at https://www.facebook.com/Moodishaa/

ବୁଟ ଡାଲି ନଡିଆ ବରା Ingredients ଆବଶ୍ୟକ ସାମଗ୍ରୀ Buta Dal/ ବୁଟ ଡାଲି - 2 cup Coconut grated/ କୋରା ହୋଇଥିବା ନଡିଆ - 1 ½ cup Onion/ ପିଆଜ (କଟାହୋଇଥିବା) - 1 Green chilli/ କଞ୍ଚାଲଙ୍କା - 4-5 nos. Ginger/ ଅଦା - 1/2 inch Garlic/ ରସୁଣ - 4-5 cloves Cumin (Jeera) seeds/ ଗୋଟା ଜିରା - 1 tsp Curry Leaves/ ଭ୍ରୁଶୁଙ୍ଗା ପତ୍ର - chopped Salt/ ଲୁଣ - as per taste Oil/ ତେଲ - for frying Procedure ପ୍ରସ୍ତୁତି ପ୍ରଣାଳୀ : 1.Wash and soak channa dal in water for 3 hour before the start. ଗୋଟିଏ ପାତ୍ରରେ କିଛି ପାଣି ନିଅନ୍ତୁ ଏବଂ ସେଥିରେ ବୁଟ ଡାଲିକୁ ୩ ଘଣ୍ଟା ପର୍ଯ୍ୟନ୍ତ ବତୁରାନ୍ତୁ 2.Grind…

Review Overview

User Rating: Be the first one !

About healthodisha

Check Also

Brinjal Masala Curry by Pratik Mohapatra kitchen of odisha

Brinjal Masala Curry by Pratik Mohapatra kitchen of odisha

Half cut the small brinjals to make spaces in between and add a mixture of …

Leave a Reply

Your email address will not be published. Required fields are marked *