How to make Janhi Aloo Posta in Odia | Kitchen Of Odisha
Home / Recipe / How to make Janhi Aloo Posta in Odia

How to make Janhi Aloo Posta in Odia

ଆସନ୍ତୁ ଶିଖିବା ଜହ୍ନି ଆଳୁ ପୋସ୍ତ

Ingredients:

1. Janhi (Ridge Gourd)/ଜହ୍ନି – 3-4
2. Aloo (potato)/ଆଳୁ – 2-3
3. Posto (Poppy seeds) – 3 tsp
4. Jeera(Cumin seeds)/ ଗୋଟା ଜିରା – 1/2 tsp
5. Lanka (Green chili)/ କଞ୍ଚା ଲଙ୍କା – 2
6. Rasuna (Garlic)/ରସୁଣ – 2-3 cloves
7. Dhania(Cumin leaf)/ଧନିଆ ପତ୍ର – To garnish
8. Salt/ ଲୁଣ – To taste
9. Haldi(Turmeric powder)/ହଲଦୀ ଗୁଣ୍ଡ – 1/2 tsp
11. Oil/ ତେଲ – For normal frying

Procedure:

1. Soak Cumin seeds,green chili, garlic and posto in water. Grind it to a fine thick paste. (You can also add some cashew nuts in the masala for more taste)
ପ୍ରଥମେ ପୋସ୍ତ ,ରସୁଣ ,ଜିରା ,କଞ୍ଚା ଲଙ୍କା କୁ ବତୁରାଇ ଦିଅନ୍ତୁ I ସେସବୁକୁ ବାଟି ମସଲା ପ୍ରସ୍ତୁତ କରନ୍ତୁ I (ଆପଣ କିଛି କାଜୁ ମଧ୍ୟ ବ୍ୟବହାର କରିପାରିବେ )

2. Wash the ridge gourd and potato thoroughly , peel and cut them into small pieces.
ଜହ୍ନି ଓ ଆଳୁ କୁ ଭଲ ଭାବେ ଧୋଇ ଦିଅନ୍ତୁ I ତା’ର ଚୋପା ଛଡାଇ ଛୋଟ ଛୋଟ କରି କାଟି ଦିଅନ୍ତୁ I

3. Now take a kadhai(frying pan).Heat 2 spoon oil and start frying the potatoes for 10 minutes on medium flame.
ଏବେ ଗୋଟେ କଡେଇ ରେ କିଛି ତେଲ ଗରମ କରନ୍ତୁ I ଆଳୁ କୁ ୧૦ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ I

4. Add the ridge gourd,turmeric powder and some salt to it.Stir it well and continue frying for 7-10 minutes.
ଏବେ କଟା ହୋଇଥିବା ଜହ୍ନି, କିଛି ଜହ୍ନି ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ନିଅନ୍ତୁ ଓ ୧૦ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ I

5. Now add the masala paste you have prepared to it.Stir well.Cover the pan with a lid and left that for frying on a low flame for 10-15 minutes.
ବଟା ହୋଇଥିବା ମସଲା କୁ ପକାଇ ଭଲ ଭାବେ ଗୋଳାଇ ନିଅନ୍ତୁ I ଏକ ଢାଙ୍କୁଣି ରେ ଘୋଡାଇ କମ୍ ଆଞ୍ଚରେ ୧୫ ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଛାଡି ଦିଅନ୍ତୁ I

6. When vegetables are cooked and the oil separated garnish the preparation with some cumin leaves.Take it off the flame and serve hot with Rice or Roti(chapati).
ଏବେ ସଜାଇବା ପାଇଁ କିଛି ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ ଓ ଗରମ୍ ଗରମ୍ ଅରୁଆ ଭାତ କିମ୍ବା ରୁଟି ସହ ପରସନ୍ତୁ I

janhi aloo posta in odia
janhi aloo posta in odia

For more odia recipe visit moodisha

Submit your recipe with photos at moodisha.in@gmail.com

About healthodisha

Check Also

Yummy Cup Cake by Prabhati Sahoo kitchen of odisha

Yummy Cup Cake by Prabhati Sahoo kitchen of odisha

Yummy Cup Cake by Prabhati Sahoo kitchen of odisha Ingredients Maida_150gm Butter _25gm (home made) …

Leave a Reply

Your email address will not be published. Required fields are marked *