Odia Food Biri ladu | Kitchen Of Odisha
Home / Mitha ( Sweets ) / Odia Food Biri ladu

Odia Food Biri ladu

ବିରି ଲଡୁ

(Ingredients)

ପ୍ରସ୍ତୁତି ସାମଗ୍ରୀ:
1: ୨୫୦ ଗ୍ରାମ ବିରି
2: ୫୦ ଗ୍ରାମ୍ ସୁଜି,
3: ପାନମହୁରୀ ଅଳ୍ପ,
4: ୨ଟା ପାଚିଲା କଦଳୀ,
5: ଘିଅ,
6: ଅନୁଯାଇ ଲୁଣ

ପ୍ରଣାଳୀ-
How to prepare Biri Ladu?

ବିରିକୁ କିଛି ସମୟ ବତୁରାଇ ଦିଅ | ବିରିକୁ ଭଲ ଭାବରେ ବାଟନ୍ତୁ | ବଟା ବିରି ପାନମହୁରୀ, ସୁଜି, ଗୁଡ ଓ ଲୁଣ, କଦଳୀକୁ ଭଲ ଭାବରେ ଚକଡନ୍ତୁ | କଡେଇରେ ତେଲ ଗରମ କରି ତାକୁ ଭାଜନ୍ତୁ |


About healthodisha

Check Also

Matar ki kheer odia recipe

Matar ki kheer odia recipe by Harapriya Sahoo

Matar ki kheer A payasam recipe with a nice twist. Matar ki kheer is prepared …

Leave a Reply

Your email address will not be published. Required fields are marked *