Odia Recipe Biri Malpua | Kitchen Of Odisha
Home / Khatta ( Sweet & Sour ) / Odia Recipe Biri Malpua

Odia Recipe Biri Malpua

ବିରି ମାଲପୁଆ

Malpua is one of the famous sweet in Odisha. In this post you will read about Biri Malpua. How to prepare Biri Malpua. Read the below post and learn Odia Recipe.

source link ପ୍ରସ୍ତୁତି ସାମଗ୍ରୀ (Ingredients)

1: ୨୦୦ ଗ୍ରାମ୍ ଅରୁଆ ଚାଉଳ,
2: ୧୦୦ ଗ୍ରାମ୍ ବିରି,
3: ୧ ଚାମଚ ଗୋଲମରିଚ ଗୁଣ୍ଡ,
4: ଖାଇବା ସୋଡା ଅଳ୍ପଟିକେ,
5: ୫୦ ଗ୍ରାମ୍ ଗୁଡ,
6: ୧ ଚାମଚ ପାନମହୁରୀ,
7: ୧ ଚାମଚ ଗୁଜୁରାତି ଗୁଣ୍ଡ,
8: ତେଲ ଛାଣିବା ପାଇଁ,
9: ଅନୁଯାଇ ଲୁଣ


buy Phenytoin australia ପ୍ରଣାଳୀ
How to prepare Biri Malpua:

ଅରୁଆ ଚାଉଳ ଓ ବିରିକୁ ୬ଘଣ୍ଟା ଭିଜାଇ ରଖ | ରଖିଲାପରେ ବିରି ଓ ଚାଉଳକୁ ଭଲ ଭାବରେ ବାଟନ୍ତୁ | ଲୁଣ ଓ ସୋଡା ପକାଇ ନରମ ହେବା ପାଇଁ କିଛି ସମୟ ରଖିଦିଅନ୍ତୁ | ରୁଚି ଅନୁଯାଇ ଗୁଡ, ମରିଚଗୁଣ୍ଡ,ପାନମହୁରୀ ଓ ଗୁଜୁରାତି ଗୁଣ୍ଡ ପକାଇଦିଅ | ରିଫାଇନ୍ ତେଲ ଗରମ୍ କରି କାକରା ଆକୃତିର ଛାଣି ରଖିବେ |

About healthodisha

Check Also

dahi vendi odia recipe

Dahi bhindi Odia Recipe by Babita Rath Sahu

Dahi bhindi Odia Recipe by Babita Rath Sahu Ingredients Ladies finger, curry leaves, turmeric powder, …

Leave a Reply

Your email address will not be published. Required fields are marked *