Paneer Chilli Roll Recipe in Odia | Kitchen Of Odisha
Home / Jalakhia (Breakfast & Snacks) / Paneer Chilli Roll Recipe in Odia

Paneer Chilli Roll Recipe in Odia

follow site ପନିର ଚିଲି ରୋଲ

source url Ingredients
ଆବଶ୍ୟକ ସାମଗ୍ରୀ

1.Paneer grated/ଛୋଟ ଛୋଟ କଟା ଯାଇଥିବା/କୋରା ଯାଇଥିବା ପନିର – 1/4 cup
2.Green chillies chopped/କଟା ହୋଇଥିବା କଞ୍ଚା ଲଙ୍କା – 2-3
3.chilli powder/ଲଙ୍କା ଗୁଣ୍ଡା – 1-2 tsp
4.Chaat masala /ଚାଟ ମସଲା – 1-2 tsp
5.Mozzarella cheese grated/ଛେନା – 100 gm
6.Salt to taste/ଲୁଣ ସ୍ବାଦ ଅନୁସାରେ
7.Fresh coriander leaves chopped/ଛୋଟ ଛୋଟ କଟା ହୋଇଥିବା ସତେଜ ଧନିଆ ପତ୍ର
8.Oil to deep fry/ଛାଣିବା ପାଇଁ ତେଲ
9.Samosa Patties/ମଇଦା ପ୍ରସ୍ତୁତ ଛୋଟ ଛୋଟ ବେଲା ଯାଇଥିବା ରୁଟି(କଞ୍ଚା)/ସମୋସା ପ୍ୟାଟି – 8
10.Sweet chilli sauce/ମିଠା ଚିଲି ସସ୍

paneer chilli roll recipe in odia
paneer chilli roll recipe in odia

How To Make
ପ୍ରସ୍ତୁତି ପ୍ରଣାଳୀ

1.Take a bowl and mix Paneer, green chillies, red chilli powder, chaat masala, mozzarella cheese, salt and coriander leaves
କୋରା ଯାଇଥିବା ପନିର, ଛେନା,କଞ୍ଚା ଲଙ୍କା,ଲଙ୍କା ଗୁଣ୍ଡା,ଚାଟ ମସଲା,ଲୁଣ,ଧନିଆ ପତ୍ର କୁ ଗୋଟିଏ ପତ୍ର ରେ ନେଇ ଭଲଭାବେ ଗୋଳାଇ ଦିଅନ୍ତୁ
2.Take the samosa patties.Add few stuffs prepared and give them a roll shape.Seal the edges properly.
ଏବେ ସମୋସା ପ୍ୟାଟି ରେ ଗୋଟିଏ ପାଖରେ ପ୍ରସ୍ତୁତ ହୋଇଥିବା ମସଲା (ଉପରୋକ୍ତ)କୁ ଦେଇ ଗୁଡାଇ ରୋଲ ଆକୃତି ର କରି ତା’ର ଦୁଇ ପାର୍ଶ୍ବକୁ ଭଲଭାବେ ମୋଡି ଦିଅନ୍ତୁ
3.Take a kadai for deep frying.Heat oil and fry the rolls till they turn golden brown.
ଗୋଟିଏ କଡେଇ ରେ ତେଲ ଗରମ କରନ୍ତୁ ଓ ମଧ୍ୟମ ଆଞ୍ଚରେ ରୋଲ ଗୁଡିକ ବାଦାମୀ ରଙ୍ଗ ହେଲା ପର୍ଯ୍ୟନ୍ତ ଛାଣନ୍ତୁ
4.Serve hot with Sweet chilli sauce
ଏବେ ମିଠା ଚିଲି ସସ୍ ସହ ଗରମ ପରସନ୍ତୁ

You will also like :

Butter paneer masala receipe in odia

You can send your recipes to us with photo/videos at : moodisha.in@gmail.com

About healthodisha

Check Also

Brinjal Masala Curry by Pratik Mohapatra kitchen of odisha

Brinjal Masala Curry by Pratik Mohapatra kitchen of odisha

Half cut the small brinjals to make spaces in between and add a mixture of …

Leave a Reply

Your email address will not be published. Required fields are marked *