Suji poda pitha odia recipe | Kitchen Of Odisha
Home / Pitha / Suji poda pitha odia recipe

Suji poda pitha odia recipe

How to make suji podapitha odia recipe / suji podapitha recipe ?

Ingredients: Semolina/suji 1 k.g , sunned rice 250 g.m, Sugar 1 k.g, 2 crushed coconut, Panir 500 g.m, water 1.5 liter, salt as per required, oil or ghee as required

ସାମଗ୍ରୀ

: ୧ କି.ଗ୍ରା ସୁଜି , ୨୫୦ ଗ୍ରାମ ଚାଉଳ , ୧ କି.ଗ୍ରା ଚିନୀ , ୨ଟି କୋରା ନଡିଆ , ୫୦୦ ଗ୍ରାମ ପନିର , ଦେଡ଼ ଲିଟର ପାଣି , ଲୁଣି ସ୍ଵାଦାନୁସାରେ ଓ ତେଲ ବା ଘିଅ ଆବଶ୍ୟକତାନୁସାରେ |

suji podapitha
suji podapitha

Procedure : Grind sunned rice and then mix Semolina with this crushed rice. Now put this mixture, coconut, salt, sugar in boiled water and stair until the color comes to light yellow up to 10 minutes. otherwise it will not mix well. Take a pot and apply oil or ghee to it, so that the poda pitha can made in proper shape. Then pour the mixture to the pot and keep it in oven in low temperature for some time and get the cake. No you can garnish with nuts and can serve in plates.

ପ୍ରଣାଳୀ

> ଚାଉଳକୁ ପେଶି ଦିଅନ୍ତୁ | ଏହି ଗୁଣ୍ଡକୁ ସୁଜି ସହିତ ନେଇ ଫୁଟାନ୍ତୁ | ଏବେ ସମସ୍ତ ସାମଗ୍ରୀକୁ ଫୁଟୁଥିବା ପାଣିରେ ପକାନ୍ତୁ | ଏପରିକି ସୁଜି ଓ ଚାଉଳ ଗୁଣ୍ଡକୁ ମଧ୍ୟ | ଏବେ ଏହି ମିଶ୍ରଣକୁ ୧୦ ମିନିଟ୍ ଯାଏ ମଧ୍ୟମ ଆଞ୍ଚ ଦେଇ ଘଣ୍ତନ୍ତୁ | ଚାଉଳ ଓ ସୁଜିର ଏହି ମିଶ୍ରଣ ବହଳିଆ ହେବା ଯାଏ ଲଗାତାର ଘଣ୍ତନ୍ତୁ , ନଚେତ୍ ଗୋଟାଳିଆ ହୋଇଯାଇପାରେ | ଅନ୍ୟ ଏକ ପାତ୍ରରେ ତେଲ ବା ଘିଅ ଦେଇ ଏହି ମିଶ୍ରଣକୁ ଡାଳନ୍ତୁ | ଏବେ ଏହାକୁ ଓଭାନରେ କମ୍ ତାପମାତ୍ରା ଦେଇ ରଖିଦିଅନ୍ତୁ | ଏହି ମିଶ୍ରଣକୁ ରଙ୍ଗ ବାଦାମୀ ହେବା ପରେ ଏହାକୁ ଓଭନ୍ ଭିତରେ ବାହାରକୁ ନେଇ ଆସନ୍ତୁ | ଏବେ ସୁଜି ପୋଡପିଠା ପ୍ରସ୍ତୁତ |

About healthodisha

Check Also

Maah Choliyan Di Daal by Alka Jena

Maah Choliyan Di Daal by Alka Jena

Maah di Dal, Kaali Dal or Urad Dal with skin – This Daal has so …

Leave a Reply

Your email address will not be published. Required fields are marked *